VITONA FIBRE ଡ଼ାଏଟାରୀ ଫାଇବର (Diatary Fibre) ଓ ଆଣ୍ଟି ଅକ୍ସିଡ଼େନଟ୍ (Antioxidants) ରେ ସମୃଦ୍ଧ ଏହି ତନ୍ତୁ ଜାତୀୟ ଖାଦ୍ୟ ସାଥିଟି ପ୍ରତେକ ଲୋକର ରକ୍ତ ଶର୍କରା ଓ କୋଲେଷ୍ଟରେଲ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ସହ ହଜମ ଶକ୍ତି ବଢାଇବା ଏବଂ କୋଷ୍ଠବଦ୍ଧତା ଦୂର କରିବାରେ ମଧ୍ୟ ଏହା ଉପକାରୀ । Enquiry now