SIPTON ବାରମ୍ବାର ନାଳଝାଡ଼ା ଭୋଗୁଥିବା ରୋଗୀଙ୍କ ପାଇଁ ଏହା ଏକ ଫଳପ୍ରଦ ଔଷଧ IBS(Irritable Bowel syndrome) ସମସ୍ୟାରେ ସିପଟନ୍ ପାଣିରେ ଗୋଳାଇ ଖାଲିପେଟରେ ୨ ଥର, ଅନନ୍ତପ୍ରାଶ ଖାଦ୍ୟପରେ ଅଧଚମଚ ଦିନକୁ ୨ଥର ନେଲେ ଏହା ଶୀଘ୍ର ଉତମ ଉପଶମ ଦେଇଥାଏା ପୁରୁଣା ରୋଗୀଙ୍କର ଦୀର୍ଘସ୍ଥାୟୀ ଉପଶମ ପାଇଁ ଏହର କୋର୍ସ-୨-୩ମାସ ଠିକ୍ ଭାବେ ବ୍ୟବହାର କରିବା ଉଚିତ୍ Enquiry Now