DIZA

ଏହା ଖାଦ୍ୟକୁ ଶୀଘ୍ର ହଜମ କରିଥାଏ । ପେଟ ଫମ୍ପା, ପେଟ ଭାରି ଲାଗିବା, ତଣି-ଛାତି ପୋଡ଼ା, ଆମ୍ବିଳା ହାକୁଟି, ବଦହଜମ/ପେଟ ଅସ୍ୱସ୍ତି ର ଶୀଘ୍ର ଉପଶମ ପାଇଁ ଏହା ଉଦ୍ଦିଷ୍ଟ । ତୀବ୍ର ଗ୍ୟାସ ସମସ୍ୟାରେ ଖାଲି ପେଟରେ ଅନନ୍ତପ୍ରାଶ ଏବଂ ଖାଦ୍ୟ ପରେ ଡ଼ାଇଜା ନିୟମିତ କିଛିଦିନ ବ୍ୟବହାର କରିବା ଉପଯୋଗୀ ।

Open chat
Hello
Can we help you?