ANANTAPRASH

Anantaprash (ଅନନ୍ତପ୍ରାଶ)

ଏହା ଭୋକ ଓ ହଜମ ଶକ୍ତି ବଢାଇବାର ଶ୍ରେଷ୍ଠ ପ୍ରାକୃତିକ ଔଷଧ । ଛୋଟ ପିଲାଠାରୁ ବୁଢାବୁଢାଯାଏ ସମସ୍ତଙ୍କ ପାଇ ଏହା ଫଳପ୍ରଦ । ଏହା ଗ୍ୟାସ ସମସ୍ୟା ମଧ୍ୟ ଦୂର କରିଥାଏ । ଗ୍ୟାସବଟିକା, ଆଣ୍ଟାସିଡ୍ , ଝାଡ଼ାସଫା ଔଷଧ ଭଳି ଏହା ଅଭ୍ୟାସ ସୃଷ୍ଟିକାରୀ ବା କ୍ଷତିକାରକ ନୁହେଁ ।

Anantaprash-D (ଅନନ୍ତପ୍ରାଶ-ଡ଼ି)

ଏଥିରେ ଅନନ୍ତପ୍ରାଶ ର ସମସ୍ତ ଗୁଣଥାଏ କିନ୍ତୁ ଏହା ଶର୍କରାମୁକ୍ତ ହୋଇଥିବାରୁ ଏହା ମୁଖ୍ୟତଃ ଡ଼ାଇବେଟିସ୍ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

Open chat
Hello
Can we help you?